ମୁମ୍ବାଇ: କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ମିଲିନ୍ଦ ଦେଓରା ଦେଶରେ ଲଗାଯାଇଥିବା ଜରୁରୀ କାଳୀନ ପରିସ୍ଥିତିକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଜରୁରୀ କାଳୀନ ପରିସ୍ଥିତି ଆମକୁ ମନେପକାଇ ଦେଉଛି ଯେ ଲୋକତନ୍ତ୍ରରେ ଯେବେ ପରୀକ୍ଷାର ସମ୍ମୁଖୀନ ହେବ ସେତେବେଳେ ଏହାର ଉପସ୍ଥିତି ଅଧିକ ଶକ୍ତିଶାଳୀ ହୋଇଥାଏ ।
ଜରୁରୀକାଳୀନ ପରିସ୍ଥିତିକୁ ନେଇ କଂଗ୍ରେସ ନେତା ମିଲିନ୍ଦ ଦେଓରାଙ୍କ ପ୍ରତିକ୍ରିୟା - congress leader milind deora talks on emegency
ଜରୁରୀକାଳୀନ ପରିସ୍ଥିତି ଉପରେ କଂଗ୍ରେସ ନେତା ମିଲିନ୍ଦ ଦେଓରା ପ୍ରତିକ୍ରିୟା ଦେଇି କହିଛନ୍ତି ଆହ୍ବାନ ପରେ ଗଣତାନ୍ତ୍ରିକ ସଂଗଠନ ଗୁଡିକ ସୁଦୃଢ ହୋଇଥାଏ । ଅଧିକ ପଢନ୍ତୁ...
ଜରୁରୀକାଳୀନ ପରିସ୍ଥିତକୁ ନେଇ କଂଗ୍ରେସ ନେତା ମିଲିନ୍ଦ ଦେଓରାଙ୍କ ପ୍ରତିକ୍ରିୟା
ଏହି କଂଗ୍ରେସ ନେତା ଏକ ଟ୍ବିଟ କରି କହିଛନ୍ତି 'ଏହା ରାଜନୈତିକ ଦଳମାନଙ୍କ ପ୍ରତି ମଧ୍ୟ ଏହା ଲାଗୁ ହେଲେ ଗଣତନ୍ତ୍ର ସଂଗଠନ ଗୁଡିକ ଆହୁରି ଉନ୍ନତି ହୋଇପାରିବ'। ଗଣତନ୍ତ୍ରରେ ବିକାଶ ଏକ ନିରନ୍ତର କାର୍ଯ୍ୟ ଯାହା ଜାରି ରହିବା ଆବଶ୍ୟକ । ଏହି କଂଗ୍ରେସ ନେତା କହିଛନ୍ତି ଗଣତନ୍ତ୍ରରେ ପ୍ରତିବଦ୍ଧତା, ବଳିଦାନ ଏବଂ ସଚ୍ଚୋଟ ଆନ୍ତରିକତାର ଆବଶ୍ୟକତା ରହିଛି ।