ନୂଆଦିଲ୍ଲୀ: ଲୋକସଭାରେ ଉପ-ବାଚସ୍ପତି ନିଯୁକ୍ତି ପାଇଁ ନିର୍ବାଚନ କରିବା ପାଇଁ କରିବାକୁ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ।
ଉପବାଚସ୍ପତି ନିଯୁକ୍ତି: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ଅଧୀର ରଞ୍ଜନ
ଲୋକସଭାରେ ଉପ-ବାଚସ୍ପତି ନିଯୁକ୍ତି ପାଇଁ ନିର୍ବାଚନ କରିବା ପାଇଁ କରିବାକୁ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...
ଉପବାଚସ୍ପତି ନିଯୁକ୍ତି: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ଅଧୀର ରଞ୍ଜନ
ଦୀର୍ଘ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଲୋକସଭା ଉପବାଚସ୍ପତିରୁ ବଞ୍ଚିତ ହୋଇଛି । ତେଣୁ ଖୁବଶୀଘ୍ର ମୌସୁମୀ ଅଧିବେଶନରେ ଉପବାଚସ୍ପତି ନିର୍ବାଚନ କରିବା ସେ ଅନୁରୋଧ କରିଛନ୍ତି ।
@ANI