ଓଡିଶା

odisha

ETV Bharat / bharat

ହରିୟାଣା ବିଧାନସଭା ନିର୍ବାଚନ: ପ୍ରଚାର ମୈଦାନରେ ମାଆଙ୍କ ବଦଳରେ ପୁଅ - sonia gandhi address public rally in mahendragarh

ଆସନ୍ତା ଅକ୍ଟୋବର 21 ତାରିଖ ସୋମବାର ହେବାକୁ ଯାଉଛି ହରିୟାଣା ବିଧାନସଭା ନିର୍ବାଚନ। ଦିନକୁ ଦିନ ମତଦାନ ପାଖେଇ ଆସୁଥିବାରୁ ନିର୍ବାଚନ ପ୍ରଚାର ଏବେ ଜୋରସୋରରେ ଚାଲିଛି। ଏହିକ୍ରମରେ ଶୁକ୍ରବାର ହରିୟାଣାର ମହେନ୍ଦ୍ରଗଡରେ ଆୟୋଜିତ ହେଉଥିବା ଜନସଭାକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବଦଳରେ ତାଙ୍କ ପୁଅ ତଥା ୱାୟନାଡ ସାଂସଦ ରାହୁଲ ଗାନ୍ଧୀ ସମ୍ବୋଧିତ କରିବେ।

ଫାଇଲ ଫଟୋ

By

Published : Oct 18, 2019, 8:49 AM IST

Updated : Oct 18, 2019, 10:23 AM IST

ଚଣ୍ଡିଗଡ: ଆସନ୍ତା ଅକ୍ଟୋବର 21 ତାରିଖ ସୋମବାର ହେବାକୁ ଯାଉଛି ହରିୟାଣା ବିଧାନସଭା ନିର୍ବାଚନ। ଦିନକୁ ଦିନ ମତଦାନ ପାଖେଇ ଆସୁଥିବାରୁ ନିର୍ବାଚନ ପ୍ରଚାର ଏବେ ଜୋରସୋରରେ ଚାଲିଛି। ଏହିକ୍ରମରେ ଶୁକ୍ରବାର ହରିୟାଣାର ମହେନ୍ଦ୍ରଗଡରେ ଆୟୋଜିତ ହେଉଥିବା ଜନସଭାକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବଦଳରେ ତାଙ୍କ ପୁଅ ତଥା ୱାୟନାଡ ସାଂସଦ ରାହୁଲ ଗାନ୍ଧୀ ସମ୍ବୋଧିତ କରିବେ।

Last Updated : Oct 18, 2019, 10:23 AM IST

For All Latest Updates

ABOUT THE AUTHOR

...view details