ଓଡିଶା

odisha

ETV Bharat / bharat

ତିହାର ଜେଲରେ ଶିବ କୁମାରଙ୍କୁ ସାକ୍ଷାତ କଲେ ସୋନିଆ ଗାନ୍ଧୀ

ଜେଲରେ ଦଳୀୟ ନେତାଙ୍କୁ ସାକ୍ଷାତ କରିଛନ୍ତି କଂଗ୍ରେସର ଅନ୍ତଃରୀଣ ସଭାପତି ସୋନିଆ ଗାନ୍ଧୀ।

By

Published : Oct 23, 2019, 10:48 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବେଆଇନ ଅର୍ଥ କାରବାର ଅଭିଯୋଗରେ ଗିରଫ ହୋଇ ନ୍ୟାୟିକ ହେପାଜତରେ ଥିବା କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାରଙ୍କୁ ତିହାର ଜେଲରେ ସାକ୍ଷାତ କରିଛନ୍ତି ଦଳର ଅନ୍ତଃରୀଣ ସଭାପତି ସୋନିଆ ଗାନ୍ଧୀ ।

ଫଟୋ ସୌଜନ୍ୟ: ଏଏନଆଇ

ଶିବକୁମାରଙ୍କ ଜାମିନ ଆବେଦନର ରାୟ ବୁଧବାର ପ୍ରକାଶ ପାଇବାକୁ ଥିବା ବେଳେ, ଉଭୟଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ଅନେକ ଗୁରୁତ୍ବ ବହନ କରୁଛି। ଗତ ସୋମବାର ତିହାର ଜେଲରେ ଶିବକୁମାରଙ୍କୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ସାକ୍ଷାତ କରିଥିଲେ ।

ABOUT THE AUTHOR

...view details