ଓଡିଶା

odisha

ETV Bharat / bharat

ଚିତୋରଗଡରେ ମର୍ମନ୍ତୁଦ ଦୁର୍ଘଟଣା, 10 ମୃତ - Collision between trailer and cruiser vehicle on Udaipur-Nimbahera

ଚିତୋରଗଡ ଜିଲ୍ଲା ନିକମ୍ବୁ ପୋଲିସ ଷ୍ଟେସନ ନିକଟରେ ଶନିବାର ରାତିରେ ଉଦୟପୁର-ନିମ୍ବାହେଡା ରାଜ୍ୟ ରାଜପଥରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ 10 ଜଣଙ୍କ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...

କ୍ରୁଜରକୁ ପିଟିଲା ଟ୍ରଲି, 10 ମୃତ୍ୟୁ
କ୍ରୁଜରକୁ ପିଟିଲା ଟ୍ରଲି, 10 ମୃତ୍ୟୁ

By

Published : Dec 12, 2020, 10:45 PM IST

ଜୟପୁର:ରାଜସ୍ଥାନ ଚିତୋରଗଡ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ନିକମ୍ବୁ ପୋଲିସ ଷ୍ଟେସନ ନିକଟରେ ଶନିବାର ରାତିରେ ଉଦୟପୁର-ନିମ୍ବାହେଡା ରାଜ୍ୟ ରାଜପଥରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ 10 ଜଣଙ୍କର ମୃତ୍ୟୁ ହୋଇଛି।

କ୍ରୁଜରକୁ ପିଟିଲା ଟ୍ରଲି, 10 ମୃତ୍ୟୁ

ଅତିକ୍ରମ କରିବା ସମୟରେ ଏକ ଟ୍ରଲର ଅନ୍ୟ ଏକ କ୍ରୁଜର ଗାଡି ଉପରେ ଚଢି ଯାଇଥିଲା। ତେବେ କ୍ରୁଜର ଗାଡିଟି ଭୟଙ୍କର ଭାବେ ଟ୍ରଲର ତଳେ ଚାପି ହୋଇଯାଇଛି | ବର୍ତ୍ତମାନ ସୁଦ୍ଧା ଅନେକ କ୍ରୁଜର ଭିତରେ ଫସି ରହିଥିବା ଅନୁମାନ କରାଯାଉଛି । ସେପଟେ ଜେସିବି ଦ୍ବାରା ଗାଡି ଭିତରେ ଚାପି ହୋଇଥିବା ଗୁରୁତରଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details