ଡେରାଡୁନ: କେଦାରନାଥ ଧାମରେ 2ଦିନ ହେଲା ବର୍ଷା ସାଙ୍ଗକୁ ତୁଷାରପାତ ଜାରି ରହିଛି । ଏହି କାରଣରୁ ଅତି ପ୍ରବଳ ଥଣ୍ଡା ସେଠାରେ ଅନୁଭୂତ ହେଉଛି । ଯାହାର ପ୍ରଭାବ କେଦାରନାଥ ଯାତ୍ରାରେ ପଡୁଛି ।
କେଦାରନାଥ ଯାତ୍ରାରେ ବାଧକ ସାଜୁଛି ବର୍ଷା - cold due to continuous rain in kedarnath
କେଦାରନାଥ ଧାମରେ 2ଦିନ ହେଲା ବର୍ଷା ସାଙ୍ଗକୁ ତୁଷାରପାତ ଜାରି ରହିଛି । ଯାହାର ପ୍ରଭାବ କେଦାରନାଥ ଯାତ୍ରାରେ ପଡୁଛି ।
![କେଦାରନାଥ ଯାତ୍ରାରେ ବାଧକ ସାଜୁଛି ବର୍ଷା](https://etvbharatimages.akamaized.net/etvbharat/prod-images/768-512-4592142-859-4592142-1569776039709.jpg)
ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
ବର୍ଷା କାରଣରୁ କେଦାରନାଥକୁ ଉଡାଣ ଭରୁଥିବା ହେଲିକପ୍ଟର ସେବାରେ ବାଧାପ୍ରାପ୍ତ ସୃଷ୍ଟି ହେଉଛି । ଏଥିଯୋଗୁଁ କେଦାରନାଥ ଯାତ୍ରୀଙ୍କ ସଂଖ୍ୟାରେ ହ୍ରାସ ପାଇଛି ।
ସୂଚନାଥାଉକି, ମୌସୁମୀ ବର୍ଷାର ସମାପ୍ତ ପରେ କେଦାରନାଥ ଯାତ୍ରୀଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇଥିଲା । କିନ୍ତୁ ଏବେ ବର୍ଷା କାରଣରୁ ଯାତ୍ରୀ ସଂଖ୍ୟାରେ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି ।