ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଆରସିକୁ ନେଇ ବଡ ବୟାନ ଦେଇଛନ୍ତି । ବିହାରରେ ଏନଆରସି ଲାଗୁ କରାଯିବ ନାହିଁ ବୋଲି ନୀତିଶ ସଫାସଫା ମନା କରିଦେଇଛନ୍ତି । ଏନଆରସି ଓ ନାଗରିକତା ସଂଶୋଧନକୁ ନେଇ କେନ୍ଦ୍ର ସରକାର ଏବେ ବିରୋଧିଙ୍କ ଟାର୍ଗେଟରେ ଥିବାବେଳେ ଏହି ସମୟରେ ନୀତିଶଙ୍କ ଏହି ବୟାନ ରାଜନୀତିର ଉଷ୍ମତାକୁ ଆହୁରି ବଢାଇ ଦେଇଛି ।
ବିହାରରେ NRC ଲାଗୁ ହେବନି: ନୀତିଶ କୁମାର - nrc in bihar
ବିହାରରେ ଏନଆରସି ଲାଗୁ କରିଯିବ ନାହିଁ ବୋଲି ସଫାସଫା ମନା କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅଧିକ ପଢନ୍ତୁ...
ବିହାରରେ ଏନଆରସି ଲାଗୁ ହେବନି କହିଲେ ନିତିଶ
ପୂର୍ବରୁ ନାଗରିକତା ସଂଶୋଧନ ଆଇନକୁ ନେଇ ନୀତିଶ କୁମାରଙ୍କ ପାର୍ଟି ଜେଡିୟୁ ନିଜର ସମର୍ଥନ ଦେଇ ସାରିଛି । ହେଲେ ଏନଆରିସିକୁ ନେଇ କିନ୍ତୁ ନିତିଶ ସଫାସଫା କେନ୍ଦ୍ରସରକାରଙ୍କ ବିପକ୍ଷରେ ଛିଡାହେବା ପରି ମନେ ହେଉଛି ।