ମୁମ୍ବାଇ: କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ୍) ଜବତ କରିଛି ବିଦେଶ ମୁଦ୍ରା । ମୁମ୍ବାଇ ବିମାନବନ୍ଦରରୁ ଜଣେ ଯାତ୍ରୀଙ୍କ ନିକଟରୁ 99,500 ଆମେରିକୀୟ ଡ଼ଲାର ଜବତ କରିଛି ଟିମ୍ ।
ବିମାନ ବନ୍ଦରରୁ ବୈଦେଶିକ ମ଼ୁଦ୍ରା ଜବତ - ମୁମ୍ବାଇ ବିମାନବନ୍ଦର
99,500 ଆମେରିକୀୟ ଡ଼ଲାର ଜବତ । ମୁମ୍ବାଇ ବିମାନ ବନ୍ଦରରୁ ଏକ ଯାତ୍ରୀଙ୍କ ଠାରୁ ଜବତ କରିଛି କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ । ଯାହାର ଭାରତୀୟ ମୂଲ୍ୟ 71 ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।

ଫଟୋ ସୌଜନ୍ୟ: ଏଏନଆଇ
ହଂକଂ ଯାଉଥିବା ବେଳେ ମୁମ୍ବାଇ ବିମାନ ବନ୍ଦରରୁ ସିଆଇଏସଏଫ୍ ଯାଞ୍ଚ ବେଲେ ଧରିଛି । ଯାହାର ଭାରତୀୟ ମୂଲ୍ୟ 71 ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଚଳିତ ମାସ 19 ତାରିଖରେ ଏହି ଆମେରିକୀୟ ମୁଦ୍ରାକୁ ଜବତ କରିଥିଲା କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ ।