ନୂଆଦିଲ୍ଲୀ: ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ତିନିଜଣ ସେନା ମୁଖ୍ୟ କର୍ମଚାରୀ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିବେ। ଆଜି ସନ୍ଧ୍ୟା 6 ଟା ପାଇଁ ଏନେଇ ସମୟ ଧାର୍ଯ୍ୟ କରାଯାଇଛି । ଏନେଇ ସୂଚନା ଦେଲେ ବିପିନ ରାୱତ ।
ସନ୍ଧ୍ୟା 6 ଟାରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ ରାୱତ - ସନ୍ଧ୍ୟା 6 ଟାରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ ରାୱତ
ସନ୍ଧ୍ୟା 6 ଟାରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ ରାୱତ । କେଉଁ ବିଷୟରେ କରିବେ ସମ୍ବୋଧନ ତାହା ସ୍ପଷ୍ଟ ହୋଇନାହିଁ । ଅଧିକ ପଢନ୍ତୁ...

ସନ୍ଧ୍ୟା 6 ଟାରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ ରାୱତ
କିନ୍ତୁ କେଉଁ ବିଷୟକୁ ନେଇ ଗଣମାଧ୍ୟମକୁ ସମ୍ବୋଧନ କରିବେ ସେନା ମୁଖ୍ୟ ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ । ବର୍ତ୍ତମାନର ସ୍ଥିତିକୁ ନେଇ ହୋଇପାରେ ଆଲୋଚନା ନଚେତ ସେନାରେ କୌଣସି ପରିବର୍ତ୍ତନ ନେଇ ଦେଇ ପାରନ୍ତି ସୂଚନା ।
@ANI