ଓଡିଶା

odisha

ETV Bharat / bharat

ପିଏମସି ବ୍ୟାଙ୍କ ଖାତାଧାରକଙ୍କୁ ଭେଟିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ - pmc Bank account holders protest

ସାର୍ବଜନୀନ ସଭାସ୍ଥଳୀ ବାହାରେ ବିରୋଧ ପ୍ରଦର୍ଶନ କରୁଥିବା ପିଏମସି ବ୍ୟାଙ୍କ ଖାତାଧାରକଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ନ୍ୟାୟ ପାଇଁ ବିକ୍ଷୋଭକାରୀଙ୍କୁ ଆଶ୍ବାସନ ଦେଇଛନ୍ତି ସେ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Oct 12, 2019, 11:26 AM IST

ମୁମ୍ବାଇ: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କର ଖାତାଧାରକଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ। ଏହି ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ନେଇ ଅନେକ ଦିନ ଧରି ଏହାର ଖାତାଧାରକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଅସନ୍ତୁଷ୍ଟ ଖାତା ଧାରକ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସଭାସ୍ଥଳ ବାହାରେ ବିରୋଧ ପ୍ରଦର୍ଶନ କରୁଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ସଭାସ୍ଥଳରୁ ବାହାରକୁ ଆସି ସେମାନଙ୍କୁ ଭେଟିଛନ୍ତି। ଏହା ସହ ଖାତାଧାରକଙ୍କୁ ନ୍ୟାୟ ମିଳିବା ନେଇ ଆଶ୍ବାସନ ଦେଇଛନ୍ତି।

ABOUT THE AUTHOR

...view details