ଓଡିଶା

odisha

ETV Bharat / bharat

EVM ସୁରକ୍ଷା ପାଇଁ କେଜ୍ରିୱାଲଙ୍କ ବୈଠକ, ଯୋଗଦେଲେ ଦଳୀୟ ନେତା - ଦିଲ୍ଲୀ ନିର୍ବାଚନ

ଦିଲ୍ଲୀ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଭିଏମର ସୁରକ୍ଷା ପାଇଁ ବୈଠକ ଡକାଇଛନ୍ତି । ଅଧିକ ପଢନ୍ତୁ...

Chief Minister Arvind Kejriwal is holding meeting on the security of EVM
ଇଭିଏମର ସୁରକ୍ଷା ପାଇଁ କେଜ୍ରିୱାଲଙ୍କ ବୈଠକ

By

Published : Feb 8, 2020, 9:28 PM IST

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଭିଏମର ସୁରକ୍ଷା ପାଇଁ ବୈଠକ ଡକାଇଛନ୍ତି ।

ନିଜ ବାସଭବନରେ ଡକାଇଥିବା ଏହି ବୈଠକରେ ଦଳୀୟ ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ପ୍ରଶାନ୍ତ କିଶୋର, ସଞ୍ଜୟ ସିଂ ଓ ଗୋପାଳ ରାୟ ପ୍ରମୁଖ ଯୋଗ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details