ରାୟପୁର: ଦାନ୍ତେଓ୍ବାଡାର ଅରନପୁର ଥାନା ଅନ୍ତର୍ଗତ ପୋଟାଲୀରେ ଗ୍ରାମବାସୀ ଓ ମାଓବାଦୀ ମଧ୍ୟରେ ମୁହଁମୁହିଁ । ଘଟଣାରେ ମାଓବାଦୀମାନେ ନିଜର ଦୁଇ ସାଥିଙ୍କ ହତ୍ୟା କରିଦେଇଥିବା ସୂଚନା । ଏନେଇ ସୂଚନା ଦେଇଛନ୍ତି ଦାନ୍ତେଓ୍ବାଡା ଏସପି ଅଭିଶେକ ପଲ୍ଲବ ।
ଗ୍ରାମବାସୀଙ୍କ ସହ ମୁହାଁମୁହିଁ ବେଳେ 2 ସାଥିଙ୍କୁ ହତ୍ୟା କଲେ ମାଓବାଦୀ - ସାଥିଙ୍କୁ ହତ୍ୟା କଲେ ମାଓବାଦୀ
ଅରନପୁର ଥାନା ଅନ୍ତର୍ଗତ ପୋଟାଲୀରେ ଗ୍ରାମବାସୀ ଓ ମାଓବାଦୀ ମୁହାଁମୁହିଁ । ଏହି ଘଟଣାରେ ମାଓବାଦୀମାନେ ନିଜର ଦୁଇ ସାଥିଙ୍କ ହତ୍ୟା କରିଦେଇଥିବା ସୂଚନା । ଅଧିକ ପଢନ୍ତୁ...
ଗ୍ରାମବାସୀଙ୍କ ସହ ମୁହାଁମୁହିଁ ବେଳେ 2 ସାଥିଙ୍କୁ ହତ୍ୟା କଲେ ମାଓବାଦୀ
ସୂଚନା ଅନୁସାରେ କିଛି ମାଓବାଦୀ ପୋଟାଲୀରୁ ଅରନପରା ଯାଉଥିବା ରାସ୍ତାକୁ କାଟିଦେବା ପାଇଁ ଗ୍ରାମବାସୀଙ୍କୁ ଆଦେଶ ଜାରି କରିଥିଲେ । ଗ୍ରାମୀଣ ଓ ମାଓବାଦୀଙ୍କ ଦୁଇ ସାଥି ଏହି ଆଦେଶକୁ ମାନିବାକୁ ମନା କରିଦେଇଥିଲେ । ତେବେ ମାରପିଟ ସମୟରେ ମାଓବାଦୀମାନେ ନିଜର ଦୁଇ ସାଥି ମିଲିସିଆ କମାଣ୍ଡର ବଜରଙ୍ଗ ବେଟ୍ଟି ଓ ଟିଡୋ ମାଣ୍ଡଓ୍ବିକୁ ମାରିଦେଇଛନ୍ତି । ଘଟଣାରେ 10 ଉର୍ଦ୍ଧ୍ବ ଗ୍ରାମବାସୀ ଆହତ ହୋଇଛନ୍ତି ।