ଓଡିଶା

odisha

ETV Bharat / bharat

‘ଅପରାଧୀ ପଳାଇବାକୁ ଉଦ୍ୟମ କଲେ ଏନକାଉଣ୍ଟର ହିଁ ଏକମାତ୍ର ଉପାୟ’ - Telangana encounter

ବହୁଚର୍ଚ୍ଚିତ ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟରକୁ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।

Chattisgarh
ଫଟୋ ସୌଜନ୍ୟ: ଏଏନଆଇ

By

Published : Dec 6, 2019, 1:12 PM IST


ରାୟପୁର: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଏନକାଉଣ୍ଟରର ଘଟଣାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରତିକ୍ରିୟା ରଖିଛନ୍ତି।

ଭିଡିଓ ସୌଜନ୍ୟ: ଏଏନଆଇ

ଏନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଅପରାଧୀ ପଳାୟନ କରିବାକୁ ଉଦ୍ୟମ କରେ ସେତେବେଳେ ପୋଲିସ ପାଖରେ ଏନକାଉଣ୍ଟର ବ୍ୟତୀତ କୌଣସି ପନ୍ଥା ନାହିଁ। ପୀଡିତା ସହ ନ୍ୟାୟ ହୋଇଥିବା ସେ ଉଲ୍ଲେଖ କରିଛନ୍ତି।

ABOUT THE AUTHOR

...view details