ଓଡିଶା

odisha

ETV Bharat / bharat

ସୁକମାରେ ପୁଣି ଆଇଡି ବ୍ଲାଷ୍ଟ, 2 ଯବାନ ଆହତ - injured i

ଛତିଶଗଡ଼ ସୁକମାରେ ପୁଣି ମାଓ ହମଲା । ଆଇଡି ବ୍ଲାଷ୍ଟରେ ଦୁଇ ଯବାନ ଗୁରୁତର ଆହତ ହୋଇଛନ୍ତି ।

ଫାଇଲ ଫଟୋ

By

Published : May 21, 2019, 9:30 AM IST

ରାୟପୁର: ଛତିଶଗଡରେ ପୁଣି ଗର୍ଜି ଉଠିଛନ୍ତି ମାଓବାଦୀ । ଶାନ୍ତ ହେଉନି ସୁକମା । ମାଓବାଦୀଙ୍କ ଦ୍ବାରା ରାସ୍ତାରେ ଖଞ୍ଜାଯାଇଥିବା ଆଇଡ ବିସ୍ଫୋରଣ ଯୋଗୁଁ ଗୁରୁତର ଭାବେ ଆହତ ହୋଇଛନ୍ତି ଜିଲ୍ଲା ରିର୍ଜଭ ଗାର୍ଡର ଦୁଇ ସେନା କର୍ମଚାରୀ । ସୁକମା ଜିଲ୍ଲାର ଗୋଗୁଣ୍ଡା ଅଞ୍ଚଳରେ ଘଟିଛି ଏହି ବିସ୍ଫୋରଣ ।

ଆହତ ଦୁଇ ଯବାନଙ୍କୁ ଚିକିତ୍ସା ପାଇଁ ରାୟପୁରକୁ ବିମାନ ଯୋଗେ ପଠାଇବା ପାଇଁ ଯଥାଶୀଘ୍ର ପ୍ରୟାସ କରୁଛୁ ବୋଲି କହିଛନ୍ତି ସୁକମା ଏଏସପି ସାଲାବାହ୍ ସିହ୍ନା ।

ABOUT THE AUTHOR

...view details