ଚେନ୍ନାଇ: ଚେନ୍ନାଇ ଆନ୍ତର୍ଜାତିକ ବିମାନବନ୍ଦରରୁ 1.24 କୋଟି ଟଙ୍କାର ସୁନା ଜବତ ।
ଚେନ୍ନାଇ ବିମାନବନ୍ଦରରୁ 1.24 କୋଟି ଟଙ୍କାର ସୁନା ଜବତ - 1.24 କୋଟି ଟଙ୍କାର ସୁନା ଜବତ
ଚେନ୍ନାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ 1.24 କୋଟି ଟଙ୍କାର ସୁନା ଜବତ। ପୋଲିସ ଆଗକୁ ତଦନ୍ତ ଜାରି ରଖିଛି ।
![ଚେନ୍ନାଇ ବିମାନବନ୍ଦରରୁ 1.24 କୋଟି ଟଙ୍କାର ସୁନା ଜବତ chennai-international-airport-2-dot-91-kg-gold-worth](https://etvbharatimages.akamaized.net/etvbharat/prod-images/768-512-6093044-thumbnail-3x2-airport.jpg)
ଚେନ୍ନାଇ ଇଣ୍ଟରନ୍ୟାସଲାନ ଏୟାରପୋର୍ଟରୁ 1.24 କୋଟି ଟଙ୍କାର ସୁନା ଜବତ
ସୂଚନାମୁତାବକ ଆଠଟି ମାମଲାରେ କଷ୍ଟମ ବିଭାଗ 2.91 କେଜିର ସୁନା ଜବତ କରିଛି । ଏହି ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି ।