ଓଡିଶା

odisha

ETV Bharat / bharat

ପୁଣି ମହାରାଷ୍ଟ୍ର ବିଜେପି ମୁଖ୍ୟ ହେଲେ ଚନ୍ଦ୍ରକାନ୍ତ ପାଟିଲ - chandrakant patil reappointed as maharashtra bjp chief

ମହାରାଷ୍ଟ୍ର ବିଜେପି ମୁଖ୍ୟ ଭାବେ ଚନ୍ଦ୍ରକାନ୍ତ ପାଟିଲ ପୁଣିଥରେ ନିଯୁକ୍ତ ହେଇଛନ୍ତି । ଅଧିକ ପଢନ୍ତୁ..

chandrakant patil reappointed as maharashtra bjp chief
ପୁଣି ମହାରାଷ୍ଟ୍ର ବିଜେପି ମୁଖ୍ୟ ହେଲେ ଚନ୍ଦ୍ରକାନ୍ତ ପାଟିଲ

By

Published : Feb 13, 2020, 10:28 PM IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଜେପି ମୁଖ୍ୟ ଭାବେ ଚନ୍ଦ୍ରକାନ୍ତ ପାଟିଲ ପୁଣିଥରେ ନିଯୁକ୍ତ ହେଇଛନ୍ତି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିଭଳି ମଙ୍ଗଳ ପ୍ରଭାତ ଲୋଧା ବିଜେପିର ୟୁନିଟ ସଭାପତି ଭାବରେ କାର୍ଯ୍ୟ କରିବେ । ଏନେଇ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ପ୍ରକାଶ କରିଛନ୍ତି ।

@ANI

For All Latest Updates

ABOUT THE AUTHOR

...view details