ତେଲେଙ୍ଗାନା: ତେଲୁଗୁ ଦେଶମ ପାର୍ଟିର ଜାତୀୟ ସଭାପତି ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ଫୋନ୍ ଟ୍ୟାପିଂ ଉପରେ ଅଭିଯୋଗ ଆଣିଛନ୍ତି। ଏନେଇ ଚନ୍ଦ୍ରବାବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି।
ଆନ୍ଧ୍ରପ୍ରଦେଶର ଫୋନ୍ ଟ୍ୟାପିଂ ଘଟଣା, ମୋଦିଙ୍କୁ ଚିଠି ଲେଖିଲେ ଚନ୍ଦ୍ରବାବୁ ନାଇଡୁ - phone tapping Allegations in Andhrapradesh
ଆନ୍ଧ୍ରପ୍ରଦେଶର ଫୋନ୍ ଟ୍ୟାପିଂ ଘଟଣା ଉପରେ ତେଲୁଗୁ ଦେଶମ ପାର୍ଟିର ଜାତୀୟ ସଭାପତି ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି। ନାଇଡୁ ଏକ ଚିଠି ଲେଖି ମୋଦିଙ୍କୁ ଘଟଣା ଉପରେ ତଦାରଖ କରିବାକୁ ଅନୁରୋଧ କରିଛନ୍ତି।
ଆନ୍ଧ୍ରପ୍ରଦେଶର ଫୋନ୍ ଟ୍ୟାପିଂ ଘଟଣା, ମୋଦିଙ୍କୁ ଚିଠି ଲେଖିଲେ ଚନ୍ଦ୍ରବାବୁ ନାଇଡୁ
ସେ କହିଛନ୍ତି ଯେ, ବିରୋଧୀ ଦଳର ନେତା, ଆଇନଜୀବୀ, ସାମାଜିକ କାର୍ଯ୍ୟକର୍ତ୍ତା ତଥା ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଚାରପତିଙ୍କ ଫୋନ୍ ଟ୍ୟାପ୍ ଅଭିଯୋଗ ଆଣିଛନ୍ତି।
ତେବେ ଏହି ଘଟଣା କେବଳ ଗଣତନ୍ତ୍ର ପାଇଁ ବିପଦ ନୁହେଁ ବରଂ ଜାତୀୟ ସୁରକ୍ଷା ପାଇଁ ମଧ୍ୟ ଗୁରୁତର ବିପଦ। ଏହି ପ୍ରସଙ୍ଗକୁ ତୁରନ୍ତ ତଦନ୍ତ ସାପେକ୍ଷ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନାଇଡୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।