ଓଡିଶା

odisha

ETV Bharat / bharat

କଳାକାରଙ୍କ ନିଆରା ପ୍ରଚେଷ୍ଟା, ସଚେତନତା ପାଇଁ ମାସ୍କରେ ସାମାଜିକ ବାର୍ତ୍ତା - corona news

ଚଣ୍ଡିଗଡ଼ରେ କଳା ଶିକ୍ଷକ ଓ କଳାକାର ବିଶେଷ ମାସ୍କରେ କୋରୋନା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଏହି କଳାକାରମାନେ ମାସ୍କ ମାଧ୍ୟମରେ କୋରୋନା ମହାମାରୀ ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି ।

କଳାକାରଙ୍କ ନିଆରା ପ୍ରଚେଷ୍ଟା, ସଚେତନତା ପାଇଁ ମାସ୍କରେ ସାମାଜିକ ବାର୍ତ୍ତା
କଳାକାରଙ୍କ ନିଆରା ପ୍ରଚେଷ୍ଟା, ସଚେତନତା ପାଇଁ ମାସ୍କରେ ସାମାଜିକ ବାର୍ତ୍ତା

By

Published : Sep 8, 2020, 12:20 PM IST

ଚଣ୍ଡିଗଡ: କୋରୋନା କାଳରେ ମାସ୍କ ଫ୍ୟାସନ। ଲୋକମାନେ ପ୍ରଥମେ ଭାଇରସ ଭୟରେ ମାସ୍କ ପିନ୍ଧୁଥିଲେ ହେଲେ ବର୍ତ୍ତମାନ ଏହା ମ୍ୟାଚିଂ ଟ୍ରେଣ୍ଡ ହୋଇଗଲାଣି। ଲୋକମାନେ ଯେଉଁ ପରିକା ଡ୍ରେସ ପିନ୍ଧୁଛନ୍ତି ସେମିତି ମାସ୍କ ଆପଣାଉଛନ୍ତି। ତେବେ ଏସବୁର ଉର୍ଦ୍ଧ୍ବକୁ ଯାଇ କିଛି କଳାକାର ଏକ ନିଆରା ପଦକ୍ଷେପ ଆପଣାଇଛନ୍ତି।

କଳାକାରଙ୍କ ନିଆରା ପ୍ରଚେଷ୍ଟା, ସଚେତନତା ପାଇଁ ମାସ୍କରେ ସାମାଜିକ ବାର୍ତ୍ତା

ଚଣ୍ଡିଗଡ଼ରେ କଳା ଶିକ୍ଷକ ଓ କଳାକାର ବିଶେଷ ମାସ୍କରେ କୋରୋନା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଏହି କଳାକାରମାନେ ମାସ୍କ ମାଧ୍ୟମରେ କୋରୋନା ମହାମାରୀ ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି ।

କୋରୋନା ଜୀବାଣୁ ବିସ୍ତାର ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ମାସ୍କ ଉପରେ ଏକ ସ୍ୱତନ୍ତ୍ର ସଚେତନତା ବାର୍ତ୍ତା ଲେଖିଥିଲେ। ଏହି ମାସ୍କଗୁଡ଼ିକ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛି। ସୂଚନା ଥାଉକି, ବର୍ତ୍ତମାନ ଚଣ୍ଡି ଗଡରେ ସମୁଦାୟ କୋରୋନା ରୋଗୀଙ୍କ ସଂଖ୍ୟା 5995ରେ ପହଁଞ୍ଚିଛି। ସେଥିମଧ୍ୟରୁ 79 ରୋଗୀଙ୍କ ମୃତ୍ୟୁ ହୋଇଛି। ଏହାସହ ସୋମବାର 295 ରୋଗୀଙ୍କୁ ଡିସଚାର୍ଜ କରାଯାଇଛି।

ABOUT THE AUTHOR

...view details