ନୂଆଦିଲ୍ଲୀ: ସାନିଟାଇଜର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର । କେବଳ ଆଲକୋହଲ ଯୁକ୍ତ ସାନିଟାଇଜର ରପ୍ତାନୀ ଉପରେ ବ୍ୟାନ ଲଗାଯାଇଥିବା ନେଇ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।
ଏହାର କାରଣ କୋରୋନା ମହାମାରୀ ବିପକ୍ଷରେ ଆଲକଲ ଯୁକ୍ତ ସାନିଟାଇଜର ବେଶ ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ପୂର୍ବରୁ ମାର୍ଚ୍ଚ 24ରେ ଭାରତ ହ୍ୟାଣ୍ଡ ସାନିଟାଇଜର, ସାବୁନ, ଡିସଇନଫେକଣ୍ଟାନ ଏବଂ ଔଷଧ ରପ୍ତାନି ଉପରେ ବାରଣ କରିଥିଲା । ଦେଶରେ କରୋନା ଭାଇରସ ଭୟ କାରଣରୁ ଭେଣ୍ଟିଲେଟର, କୁତ୍ରିମ ଶ୍ବାସକ୍ରିୟା ଉପକରଣ, ଅମ୍ଳଜାନ ଥେରାପି ଉପକରଣ ଏବଂ ଅନ୍ୟ କୌଣସି ଶ୍ୱାସକ୍ରିୟା ଉପକରଣ ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା।
ସାନିଟାଇଜର ରପ୍ତାନୀ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର
ସାନିଟାଇଜର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର । କେବଳ ଆଲକୋହଲ ଯୁକ୍ତ ସାନିଟାଇଜର ରପ୍ତାନୀ ଉପରେ ବ୍ୟାନ ଲଗାଯାଇଥିବା ନେଇ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି । ଅଧିକ ପଢନ୍ତୁ...
ସାନିଟାଇଜର ରପ୍ତାନୀ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର
@ ANI