ଓଡିଶା

odisha

ETV Bharat / bharat

ସୀମାରେ ନବବର୍ଷ ପାଳିଲେ ଯବାନ - jawans celebrate

ଉତ୍ତରାଖଣ୍ଡର ଇଣ୍ଡୋ-ତାଇବାନ ବର୍ଡର ପୋଲିସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଯବାନମାନେ ଆନନ୍ଦ ଉଲ୍ଲାସରେ ନବବର୍ଷ ପାଳନ କରିଛନ୍ତି ।

NewYear in Raipur
NewYear in Raipur

By

Published : Jan 1, 2020, 8:54 AM IST

ରାୟପୁର: ନୂଆ କିରଣର ସହ ଚାରିଆଡ଼େ ବିଛୁରିତ ହୋଇଯାଇଛି ନବବର୍ଷର ନୂଆ ପଲକ । ଗାଁ ରୁ ସହର ସବୁଆଡ଼େ ଉତ୍ସବର ମାହୋଲ । ସବୁରୀ ମନରେ ଆନନ୍ଦର ଲହରୀ । ଏହି ଉତ୍ସବରୁ ବାଦ ପଡ଼ିନାହାଁନ୍ତି ଦେଶର ରକ୍ଷାଦାତା ବା ବୀର ଯବାନ ।

ନିଜ କର୍ତ୍ତ୍ୟବ ପାଳନ କରିବା ସହ ସୀମାରେ ନବବର୍ଷକୁ ଧୁମ ଧାମରେ ପାଳନ କରିଛନ୍ତି ଏମାନେ । ଘର ଠାରୁ ଦୂରରେ ରହି ମଧ୍ୟ ନବବର୍ଷକୁ ସୀମାରେ ଧୁମ ଧାମରେ ପାଳନ କରିଛନ୍ତି ସେନା କର୍ମଚାରୀ ।

ସୀମାରେ ନବବର୍ଷ ପାଳିଲେ ଯବାନ

ଉତ୍ତରାଖଣ୍ଡର ଇଣ୍ଡୋ-ତାଇବାନ ବର୍ଡର ପୋଲିସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଯବାନ ମାନେ ଆନନ୍ଦ ଉଲ୍ଲାସରେ ନବବର୍ଷକୁ ପାଳନ କରିଛନ୍ତି ।

ABOUT THE AUTHOR

...view details