ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିହାର ଓ କର୍ଣ୍ଣାଟକ ବନ୍ୟା ବିପନ୍ନଙ୍କ ପାଇଁ ଅଗ୍ରୀମ ସହାୟତା ରାଶି ଘୋଷଣା କରିଛନ୍ତି । ଦୁଇ ରାଜ୍ୟ ପାଇଁ ମୋଟ 1813.75 କୋଟିର ଅଗ୍ରୀମ ସହାୟତା ରାଶିକୁ ମଞ୍ଜୁରୀ ଦେଇଛନ୍ତି ।
ବନ୍ୟା ପାଇଁ ଅଗ୍ରୀମ ସହାୟତା: ବିହାର-କର୍ଣ୍ଣାଟକକୁ 1813 କୋଟି ଦେଲା କେନ୍ଦ୍ର - ବିହାରକୁ ବନ୍ୟା ସହାୟତା ଦେଲା କେନ୍ଦ୍ର
କେନ୍ଦ୍ର ସରକାର ବିହାର ଓ କର୍ଣ୍ଣାଟକ ବନ୍ୟା ବିପନ୍ନଙ୍କ ପାଇଁ ଅଗ୍ରୀମ ସହାୟତା ରାଶି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...
![ବନ୍ୟା ପାଇଁ ଅଗ୍ରୀମ ସହାୟତା: ବିହାର-କର୍ଣ୍ଣାଟକକୁ 1813 କୋଟି ଦେଲା କେନ୍ଦ୍ର](https://etvbharatimages.akamaized.net/etvbharat/prod-images/768-512-4649444-thumbnail-3x2-bihar-flood.jpg)
ଫାଇଲ ଫଟୋ
ବିହାର ପାଇଁ 613.75 କୋଟି ଓ କର୍ଣ୍ଣାଟକ ପାଇଁ 1200 କୋଟିର ସହାୟତା ରାଶିକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ଏହାସହ କେନ୍ଦ୍ର ଦ୍ବିତୀୟ କିସ୍ତିରେ ବିହାର ପାଇଁ 213 କୋଟିର ଅଗ୍ରୀମ ସହାୟତା ରାଶି ଘୋଷଣା କରିଛନ୍ତି ।
ଏହି ରାଶି ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି, ଏସଡିଆରଏଫ, ଏନଡିଆରଏଫ ପାଣ୍ଠିର ମାନଦଣ୍ଡ ଆଧାରରେ ପ୍ରଦାନ କରାଯାଇଛି ।