ଓଡିଶା

odisha

ETV Bharat / bharat

ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ; ଜଣେ ମୃତ, 7 ଆହତ - ସୀମାରେ ଅସ୍ତ୍ରବିରତୀ ଉଲଙ୍ଘନ

ଏଲଓସି ନିକଟବର୍ତ୍ତୀ ଥାଲିଗାଁର କୁମରୀ ସେକ୍ଟରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ । ଜଣେ ସାଧାରଣ ନାଗରିକଙ୍କ ମୃତ୍ୟ ହୋଇଥିବା ବେଳେ 7 ଜଣ ଆହତ ନେଇ ସୂଚନା ।

ଫାଇଲ ଫଟୋ

By

Published : Oct 30, 2019, 3:18 PM IST

ଶ୍ରୀନଗର: ପୁଣି ପାକିସ୍ତାନ ସେନା ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଏଲଓସି ନିକଟବର୍ତ୍ତୀ ଥାଲିଗାଁର କୁମରୀ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିବା ସୂଚନା । ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଆହତ ହୋଇଛନ୍ତି ।

ଜାମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ ହେବା ପରେ ପାକିସ୍ତାନ ମନରେ ଭୟ ରହିଛି । କିଛିଦିନ ହେବ ପାକିସ୍ତାନ ସେନା ପକ୍ଷରୁ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details