ଓଡିଶା

odisha

ETV Bharat / bharat

କୋରୋନା ମୁକାବିଲା: ପିଏମ ପାଣ୍ଠିକୁ ସିବିଆଇ ଅଧିକାରୀ ଦେଲେ ଗୋଟିଏ ଦିନର ଦରମା - କୋରୋନା ମୁକାବିଲା

ମହାମାରୀ କୋରୋନା ସମୟରେ ସିବିଆଇ ଅଧିକାରୀ ମାନଙ୍କର ଗୋଟିଏ ଦିନର ଦରମା ପିଏମ କେୟାରସ ଫଣ୍ଡକୁ ଦାନ କରାଯାଇଛି । ଅଧିକ ପଢନ୍ତୁ...

CBI officials to donate their one day salary
ପିଏମ ସହାୟତା ପାଣ୍ଠିକୁ ସିବିଆଇ ଅଧିକାରୀ ଦେଲେ ଗୋଟିଏ ଦିନର ଦରମା

By

Published : Mar 30, 2020, 7:37 AM IST

ନୂଆଦିଲ୍ଲୀ: ଦେଶରେ ଚାଲିଛି କୋଭିଡ-19 ମୁକାବିଲା । ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଅନେକ ପ୍ରକାର ପଦକ୍ଷେପ ନିଆଯାଇଛି । ତେବେ ସବୁଠୁ ବଡ ପଦକ୍ଷେପ ହେଉଛି ଦେଶରେ ଲକ ଡାଉନ ଯାହାକୁ ନେଇ ଲୋକେ ଘରେ ରହିଥିବାବେଳେ ଆଉ କିଛି ଅଲଗା ସ୍ଥାନରେ ଫଶି ରହିଛନ୍ତି । ଏହା ବ୍ୟତୀତ ଦେଶରେ ଖାଦ୍ୟାଭାବ ପରିସ୍ଥିତ ମଧ୍ୟ ଦେଖିବାକୁ ମିଳିଛି ।

ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ଅନେକଙ୍କ ପକ୍ଷରୁ ସହାୟତା ଆକାରରେ ଟଙ୍କା ପ୍ରଦାନ କରାଯାଉଛି ।ଏହି ପରିପେକ୍ଷିରେ ସିବିଆଇ ଅଧିକାରୀମାନେ ସେମାନଙ୍କର ଗୋଟିଏ ଦିନର ଦରମା ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତି ପାଣ୍ଠିକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details