ଓଡିଶା

odisha

By

Published : Dec 26, 2019, 10:30 AM IST

Updated : Dec 26, 2019, 3:49 PM IST

ETV Bharat / bharat

ଧାରା 144 ଉଲ୍ଲଂଘନ, ଆଲିଗଡ ମୁସଲିମ ୟୁନିଭର୍ସିଟିର 1200 ଛାତ୍ରଙ୍କ ନାଁରେ ମାମଲା

ଧାରା 144 ଉଲ୍ଲଂଘନ କରିବା ମାମଲାରେ ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟର 1200 ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ । ପୋଲିସର ବିନା ଅନୁମତିରେ ମହମବତୀ ଶୋଭାଯାତ୍ରା ବାହାର କରିଥିଲେ ଛାତ୍ରଛାତ୍ରୀ ।

aligarh
ଧାରା 144 ଉଲଙ୍ଘନ, AMUର 1200 ଛାତ୍ରଙ୍କ ବିରୁଦ୍ଧରେ ମାମାଲା

ଆଲିଗଡ: ଧାରା 144 ଉଂଲ୍ଲଘନ କରିବା ମାମଲାରେ ଉତ୍ତରପ୍ରଦେଶ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସର ବିନା ଅନୁମତିରେ ମହମବତୀ ଶୋଭାଯାତ୍ରା ବାହାର କରିଥିବା ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟର 1200 ଛାତ୍ରଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।

ଧାରା 144 ଉଲ୍ଲଂଘନ, AMUର 1200 ଛାତ୍ରଙ୍କ ବିରୋଧରେ ମାମଲା

ସିଏଏକୁ ବିରୋଧ କରି 3 ଦିନ ପୂର୍ବରୁ ଏଏମୟୁର ଛାତ୍ରଛାତ୍ରୀ ପୋଲିସର ବିନା ଅନୁମତିରେ ମହମବତୀ ଶୋଭାଯାତ୍ରା ବାହାର କରିଥିଲେ । ଏ ନେଇ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ 1200 ଜଣଙ୍କ ବିରୋଧରେ ସିଭିଲ ଲାଇନ ଥାନାରେ ଧାରା 188 ଆଧାରରେ ମାମଲା ଦାଏର ହୋଇଛି ।

Last Updated : Dec 26, 2019, 3:49 PM IST

ABOUT THE AUTHOR

...view details