ଓଡିଶା

odisha

ଖାଇକୁ ଖସିଲା କାର, ଗୋଟିଏ ପରିବାରର 4 ମୃତ

By

Published : Sep 2, 2019, 11:46 AM IST

ଖାଇ ତଳକୁ ଖସିଲା କାର । ଗୋଟିଏ ପରିବାରର 4 ସଦସ୍ୟ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ମୈସୁର ଜାତୀୟ ରାଜପଥରେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ


ବେଙ୍ଗାଲୁରୁ: ଅଶୁଭ ସକାଳ । ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର 4 ସଦସ୍ୟ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ମଦ୍ୟାଙ୍ଗଗାଲାଠାରେ । ଖାଇ ତଳକୁ ଖସିଲା କାର ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସୂଚନା ଅନୁସାରେ ମୈସୁର ଜାତୀୟ ରାଜପଥ ଦେଇ ଏକ କାର ଯୋଗେ ଯାଉଥିଲେ ଉକ୍ତ ପରିବାର ଲୋକେ । ତେବେ ସୋମବାର ସକାଳୁ ଏନଏଚ ନିକଟସ୍ଥ ମଦ୍ୟାଙ୍ଗଗାଲାଠାରେ ଖାଇ ତଳକୁ କାରଟି ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ 4ଜଣଙ୍କର ମୃତ୍ୟୁ ଘଟିଛି ।

ABOUT THE AUTHOR

...view details