ଓଡିଶା

odisha

ETV Bharat / bharat

ତାନିଆ ସେରଗିଲ ହେଲେ ପ୍ରଥମ ମହିଳା ପରେଡ କ୍ୟାପଟେନ - ଆର୍ମି ଡେ ପରେଡ

ଜାନୁୟାରୀ 15 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଆର୍ମି ଡେ ପରେଡ। ଚଳିତ ବର୍ଷ ଭାରତୀୟ ସେନାର କ୍ୟାପଟେନ ଭାବେ ତାନିଆ ସେରଗିଲ କାର୍ଯ୍ୟଭାର ଗ୍ରହଣ କରିବେ। ଅଧିକ ଖବର ପଢନ୍ତୁ...

Captain Tania Shergil
ତାନିଆ ସେରଗିଲ ହେଲେ ପ୍ରଥମ ମହିଳା ପରେଡ ଅଫିସର

By

Published : Jan 14, 2020, 11:11 AM IST

Updated : Jan 14, 2020, 12:22 PM IST

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଦେଶ ପାଳିବ 74 ତମ ସାଧାରଣତନ୍ତ୍ର ଦିବସ। ଚଳିତ ବର୍ଷ ଭାରତୀୟ ସେନାର କ୍ୟାପଟେନ ଭାବେ ତାନିଆ ସେରଗିଲ ପ୍ରଥମ ମହିଳା ପରେଡ ଆଡଜୁଟାଣ୍ଟ ଭାବେ ଆର୍ମି ପରେଡର ଦାୟିତ୍ବ ଗ୍ରହଣ କରିବେ।

ଖବର ଅନୁଯାୟୀ, ଆର୍ମି ଡେ ପରେଡ ଜାନୁୟାରୀ 15 ତାରିଖରେ ଅନୁଷ୍ଠିତ ହେବ। ଏହି ପରେଡ କରିବାର ସମସ୍ତ ଦାୟିତ୍ବ ଜଣେ ଆଡଜୁଟାଣ୍ଟ ଭାବେ ସେରଗିଲ ଗ୍ରହଣ କରିବେ।

ଗତବର୍ଷ କ୍ୟାପଟେନ ଭଗାନା କସ୍ତୁରୀ ପ୍ରଥମ ମହିଳା ଅଫିସର ଭାବେ ମୁଖ୍ୟ ଭୂମିକା ଗ୍ରହଣ କରି ସମସ୍ତ ପୁରୁଷ କଣ୍ଟିନଜେଣ୍ଟଙ୍କୁ ସାଧାରଣତନ୍ତ୍ର ଦିବସରେ ପରେଡ କରାଇଥିଲେ।

Last Updated : Jan 14, 2020, 12:22 PM IST

ABOUT THE AUTHOR

...view details