ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପୁଣି ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରିଛନ୍ତି । ପାରିବାରିକ ରାଜନୀତିକୁ ନେଇ ସେ ଟିପ୍ପଣୀ କରିଛନ୍ତି ।
'ଯେତେ ସମ୍ପର୍କୀୟ ଅଛନ୍ତି ଡାକି ଆଣ'
ଗାନ୍ଧୀ ପରିବାରର ବଂଶବାଦ ରାଜନୀତିକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପୁଣି ବୟାନ ଦେଇଛନ୍ତି ।
ଫଟୋ ସୌଜନ୍ଯ: ସୋସିଆଲ ମିଡିଆ
ଆହୁରି ପଢନ୍ତୁ: ମୁଖ୍ୟମନ୍ତ୍ରୀ ମିଛ ତଥ୍ୟର ସୌଦାଗର: ଧର୍ମେନ୍ଦ୍ର
ସେ କହିଛନ୍ତି ଯେ, ଗାନ୍ଧୀ ପରିବାରର ଯଦି ଆଉ କିଏ ସମ୍ପର୍କୀୟ ଭାରତରେ ଅଛନ୍ତି ବା ବିଦେଶ କିମ୍ବା ଇଟାଲୀରେ ଅଛନ୍ତି, ଭାରତ ଆସିକି ରାଜନୀତିରେ ଯୋଗ ଦିଅ । ଭାରତର ଜନତା ନ୍ୟାୟ କରିବ । ଏବେ ତ ଭାରତୀୟମାନେ ମୋଦିଙ୍କୁ ପ୍ରଧାନସେବକ ବନାଉଛନ୍ତି । ଏଥିସହ ଏହି ନିର୍ବାଚନରେ ଗାନ୍ଧୀ ପରିବାରକୁ ଦୃଢ ବାର୍ତ୍ତା ମିଳିଯିବ ।