ଓଡିଶା

odisha

ETV Bharat / bharat

ସଂସଦରେ ଦିଲ୍ଲୀ ହିଂସା ନେଇ ବିରୋଧୀଙ୍କ ହଟ୍ଟଗୋଳ, ଉଭୟ ଗୃହ ମୁଲତବୀ - ଦିଲ୍ଲୀ ହିଂସା ନେଇ ବିରୋଧୀଙ୍କ ହଟ୍ଟଗୋଳ

ସଂସଦରେ ଦିଲ୍ଲୀ ହିଂସାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ । ଉଭୟ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ଓ ଉପରାଷ୍ଟ୍ରପତି । ଅଧିକ ପଢନ୍ତୁ...

budget-session
ସଂସଦରେ ଦିଲ୍ଲୀ ହିଂସା ନେଇ ବିରୋଧୀଙ୍କ ହଟ୍ଟଗୋଳ

By

Published : Mar 3, 2020, 11:40 AM IST

Updated : Mar 3, 2020, 12:10 PM IST

ନୂଆଦିଲ୍ଲୀ: ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଆଜି ଦ୍ବିତୀୟ ଦିନ । ଦିଲ୍ଲୀ ହିଂସାକୁ ନେଇ ରାଜ୍ୟସଭାରେ ହୋହଲ୍ଲା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ନ 2 ଯାଏ ମୁଲତବୀ ରଖିଲେ ଉପରାଷ୍ଟ୍ରପତି । ସେହିପରି, ଲୋକସଭାରେ ମଧ୍ୟ ବିରୋଧୀ ହଙ୍ଗାମା କରିଥିବାରୁ ପ୍ରଥମେ 12ଟା, ପରେ 2 ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

ସଂସଦରେ ଦିଲ୍ଲୀ ହିଂସା ନେଇ ବିରୋଧୀଙ୍କ ହଟ୍ଟଗୋଳ

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ଦିଲ୍ଲୀ ହିଂସା ପାଇଁ ଗୃହ ଚାଲି ପାରିନଥିଲା। ଗୃହମନ୍ତ୍ରୀଙ୍କ ଅମିତ ଶାହାଙ୍କ ଇସ୍ତଫା ଦାବି ସହ ହଙ୍ଗାମା କରିଥିଲେ। ଫଳରେ ମଙ୍ଗଳବାର 11ଟା ଯାଏ ଗୃହକୁ ମୁଲତବୀ ରଖାଯାଇଥିଲା । ତେବେ ଆଜିର ଅଧିବେଶନରେ ଦିଲ୍ଲୀ ହିଂସାକୁ ନେଇ ମୁଲବତୀ ପ୍ରସ୍ତାବ ଆଣିଥିଲେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ।

@ANI

Last Updated : Mar 3, 2020, 12:10 PM IST

ABOUT THE AUTHOR

...view details