ଓଡିଶା

odisha

By

Published : Dec 17, 2020, 10:52 PM IST

ETV Bharat / bharat

ଭାରତୀୟ ଜବାନଙ୍କ ଗୁଳିରେ 2 ପାକିସ୍ତାନ ଆତଙ୍କବାଦୀ ନିପାତ

ଗୁରୁବାର ଭାରତୀୟ ଯବାନଙ୍କ ଗୁଳିରେ ପାକିସ୍ତାନର 2 ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ହେରୋଇନ ପ୍ୟାକେଟ ହୋଇଛି ଜବତ । ଅଧିକ ପଢନ୍ତୁ...

ଭାରତୀୟ ଜବାନଙ୍କ ଗୁଳିରେ 2 ପାକିସ୍ତାନ ଆତଙ୍କବାଦୀଙ୍କ ମୃତ୍ୟୁ, ମିଳିଲା ହେରୋଇନ ପ୍ୟାକେଟ
ଭାରତୀୟ ଜବାନଙ୍କ ଗୁଳିରେ 2 ପାକିସ୍ତାନ ଆତଙ୍କବାଦୀଙ୍କ ମୃତ୍ୟୁ, ମିଳିଲା ହେରୋଇନ ପ୍ୟାକେଟ

ଅମୃତସର: ଭାରତୀୟ ସେନାର କଡା ଚେତାବନୀ ସତ୍ତ୍ବେ ସୀମାରେ ଥମୁନାହିଁ ଅନୁପ୍ରବେଶ । ତେବେ ଗୁରୁବାର ଅନୁପ୍ରବେଶ କରୁଥିବା ଦୁଇ ଆତଙ୍କବାଦୀଙ୍କର ଭାରତୀୟ ଯବାନଙ୍କ ଗୁଳିରେ ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀଙ୍କ ନିକଟରୁ ପାଖାପାଖି 4 କିଲୋଗ୍ରାମର ହେରୋଇନ ଜବତ ହୋଇଛି ।

ସେହିପରି ବନ୍ଧୁକ ଓ ଗୁଳିଗୋଳା ମଧ୍ୟ ଜବତ କରିଛି ଭାରତୀୟ ସେନା । ଅମୃତସର ସେକ୍ଟରର ନିକଟରେ ଏହି ଅପରେସନ ହୋଇଥିବା ବେଳେ ବିଏସଏଫର 71 ବାଟାଲିଅନ କରିଥଲା ଅପରେସନ ।

ABOUT THE AUTHOR

...view details