ଡେରାଡୁନ: ହିମାଚଳ ପ୍ରଦେଶ ଟିହରୀ ଜିଲ୍ଲାର ଜାତୀୟ ରାଜମାର୍ଗ-94ରେ ଭୂସ୍ଖଳନ ଯୋଗୁଁ 4 କାଉଡିଆଙ୍କ ମୃତ୍ୟୁ ହୋଇଛି । ଏଥିସହ 6 ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କାଉଡିଆଙ୍କ ଉପରେ ଖସିପଡିଲା ପଥର, 4 ମୃତ - himanchal pradesh
ଜାତୀୟ ରାଜମାର୍ଗ -94ରେ କୁଞ୍ଜାପୁରୀ ମନ୍ଦିର ପାଖରେ ଭୂସ୍ଖଳନ ହେବା ଫଳରେ ଏକ ବଡ ପଥର ଆସି କାଉଡିଆଙ୍କ ଗାଡି ଉପରେ ପଡିଥିଲା । ଫଳରେ ଘଟଣାସ୍ଥଳରେ 4 କାଉଡିଆଙ୍କ ମୃତ୍ୟୁ ହୋଇଛି ।
ଫଟୋ ସୌଜନ୍ୟ: ବ୍ୟୁରୋ , ଇଟିଭି ଭାରତ
ସ୍ଥାନୀୟ ବାସିନ୍ଦାଙ୍କ ମୁତାବକ ପାହାଡ ଉପରେ ରାସ୍ତା କାମ ଚାଲୁଥିବାରୁ ଏପରି ଅଘଟଣ ଘଟିଛି ।