ଓଡିଶା

odisha

ETV Bharat / bharat

ବୋରିସ୍ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ବୋରିସ୍ ଜନସନ । ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଶୁଭେଛା ।

By

Published : Jul 23, 2019, 7:42 PM IST

ଫଟୋ ସୌଜନ୍ଯ: ଏଏନ୍ଆଇ

ଲଣ୍ଡନ: ବୋରିସ୍ ଜନସନ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । କନଜର ଭେଟିବ୍ ପାର୍ଟିରୁ 64,656 ଖଣ୍ଡ ଭୋଟ ପାଇ ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହୋଇଛନ୍ତି ବୋରିସ ।

ଫଟୋ ସୌଜନ୍ଯ: ଏଏନ୍ଆଇ

ବୋରିସଙ୍କ ପୂର୍ବରୁ ଉକ୍ତ ରାଜନୈତିକ ପାର୍ଟିରୁ ଥେରେସା ନେତା ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ପଦରେ ଅବତୀର୍ଣ୍ଣ ଥିଲେ । କିନ୍ତୁ ଆଜି ପାର୍ଟିର ନୂଆ ନେତା ଭାବେ ନିର୍ବାଚିତ ହୋଇଛନ୍ତି ବୋରିସ ଜନସନ୍ ।

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀର ପଦରେ ଅବସ୍ଥାପିତ ହୋଇଥିବା ଜନସନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନେକ ରାଷ୍ଟ୍ର ମୁଖ୍ୟ ଶୁଭେଛା ଜଣାଇଛନ୍ତି ।

ABOUT THE AUTHOR

...view details