ଓଡିଶା

odisha

ETV Bharat / bharat

ଶ୍ରୀଧାମ ଏକ୍ସପ୍ରେସରେ ବମ ସୂଚନା, ତନାଘନା ଜାରି - hariyana train bomb

ହରିୟାଣାର ନିଜାମୁଦ୍ଦିନରୁ ଜବଲପୁର ଯାଉଥିବା ଶ୍ରୀଧାମ ଏକ୍ସପ୍ରେସରେ ବମ ଥିବା ନେଇ ରେଲଓ୍ବେ କଣ୍ଟ୍ରୋଲ ରୁମର ସୂଚନା । ତନାଘନା ଜାରି । ଅଧିକ ପଢନ୍ତୁ...

ଟ୍ରେନରେ ମଧ୍ୟରେ ବମ ସୂଚନା, ଯାଞ୍ଚ ଜାରି
ଟ୍ରେନରେ ମଧ୍ୟରେ ବମ ସୂଚନା, ଯାଞ୍ଚ ଜାରି

By

Published : Dec 29, 2020, 7:20 PM IST

ଚଣ୍ଡିଗଡ: ଟ୍ରେନରେ ବମ । ହରିୟାଣାର ନିଜାମୁଦ୍ଦିନରୁ ଜବଲପୁର ଯାଉଥିବା ଶ୍ରୀଧାମ ଏକ୍ସପ୍ରେସରେ ବମ ଥିବା ସୂଚନା । ରେଳ ବିଭାଗକୁ କଣ୍ଟ୍ରୋଲ ରୁମରୁ ଏହି ସୂଚନା ମିଳିଛି । ଟ୍ରେନକୁ ପୁରୁଣା ଫରିଦାବାଦ ରେଳ ଷ୍ଟେସନ ପାଖରେ ଅଟକ ରଖାଯାଇ ଯାଞ୍ଚ କରାଯାଉଛି ।

ଟ୍ରେନରେ ମଧ୍ୟରେ ବମ ସୂଚନା, ଯାଞ୍ଚ ଜାରି

ଘଟଣାସ୍ଥଳରେ ବମ ନିରୋଧକ ସ୍କ୍ବାର୍ଡ, ଜିଆରପି, ଆରପିଏଫ ଦଳ ଉପସ୍ଥିତ ଅଛନ୍ତି । ଏହାସହ ଟ୍ରେନକୁ ସମ୍ପୂର୍ଣ୍ଣ ଖାଲି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details