ମୁମ୍ବାଇ:ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଶନିବାର ବିଗିଡି ଯାଇଛି । ଏହା ପରେ ତାଙ୍କୁ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସଞ୍ଜୟ ଦତ୍ତ ନିଶ୍ବାସ ନେବାରେ ଅସୁବିଧା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ତେବେ ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ମିଳିଛି ।
ସଞ୍ଜୟ ଦତ୍ତ ଅସୁସ୍ଥ, ଲିଲାବତୀ ହସ୍ପିଟାଲରେ ଭର୍ତ୍ତି - ସଞ୍ଜୟ ଦତ୍ତ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି
ସଞ୍ଜୟ ଦତ୍ତ ନିଶ୍ବାସ ନେବାରେ ଅସୁବିଧା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।
ସଞ୍ଜୟ ଦତ୍ତ ଅସୁସ୍ଥ, ଲିଲାବତୀ ହସ୍ପିଟାଲରେ ଭର୍ତ୍ତି
ସଞ୍ଜୟ ଦତ୍ତ ଏହି ସମୟରେ ନିଜ ପରିବାରଠାରୁ ଦୂରରେ ଅଛନ୍ତି । ଲକଡାଉନ୍ ସମୟରୁ ହିଁ ସଞ୍ଜୟଙ୍କ ସ୍ତ୍ରୀ ମାନ୍ୟତା ଉଭୟ ପିଲା ଶହରାନ୍ ଏବଂ ଇକରାଙ୍କ ସହ ଦୁବାଇରେ ଅଛନ୍ତି ।