ମୁମ୍ବାଇ: ନେତାମନ୍ତ୍ରୀମାନଙ୍କର ବେପରୁଆ ମନୋଭାବ ସହିତ ଦାୟିତ୍ବହୀନତା ପାଇଁ କିପରି ସରକାରୀ ଅର୍ଥ ପାଣିରେ ପଡ଼ୁଛି ତାହାର ଜ୍ବଳନ୍ତ ନିଦର୍ଶନ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ଙ୍କ ବଙ୍ଗଳା 'ବର୍ଷା'କୁ ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପାଣି ବିଲ୍ ପୈଠ ଖିଲାପକାରୀ ଘୋଷିତ କରିଛି ।
ବାକି ପଡିଛି ପାଣି ବିଲ: ପୈଠ ଖିଲାପକାରୀ ଘୋଷିତ ହେଲା ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା - defaulter
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ଙ୍କ ବଙ୍ଗଳା 'ବର୍ଷା'କୁ ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କମିଶନର (ବିଏମସି) ପାଣି ବିଲ୍ ପୈଠ ଖିଲାପକାରୀ ଘୋଷିତ କରିଛି । ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ଉପରେ 744981 ଲକ୍ଷ ଟଙ୍କାର ପାଣି ବିଲ୍ ବକେୟା ଶୁଳ୍କ ବାକି ପଡିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ
ଫାଇଲ ଫଟୋ
ନଗରପାଳିକା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ଉପରେ 744981ଲକ୍ଷ ଟଙ୍କାର ପାଣି ବିଲ୍ ବକେୟା ଶୁଳ୍କ ବାକି ପଡିଛି । ସମାନ ଘଟଣାରେ ଅନେକ ଲୋକଙ୍କୁ ବାକିଦାର ଘୋଷିତ କରିଇଛି ନଗରପାଳିକା । ଏଥିରେ ସିଏମଙ୍କ ସମେତ ମହାରାଷ୍ଟ୍ରର 18 ମନ୍ତ୍ରୀ ସାମିଲ ରହିଥିବା ସୂଚନା ଦେଇଛି ବିଏମସି।