ଡେରାଡୁନ: ଉତ୍ତରାଖଣ୍ଡରେ ବିଜେପି ଶୁକ୍ରବାର ଦଳର 90 ସଦସ୍ୟଙ୍କୁ ଦଳବିରୋଧୀ କାର୍ଯ୍ୟକଳାପରେ ଲିପ୍ତ କାରଣରୁ ଦଳରୁ ନିଷ୍କାସିତ କରିଛି ବିଜେପି । 6 ବର୍ଷ ପାଇଁ ସମସ୍ତ ସଦସ୍ୟଙ୍କୁ ବହିଷ୍କୃତ କରାଯାଇଛି ।
ଉତ୍ତରାଖଣ୍ଡ ବିଜେପିରୁ ବିଦା ହେଲେ 90 ସଦସ୍ୟ
ଉତ୍ତରାଖଣ୍ଡରେ ବିଜେପି ଶୁକ୍ରବାର ଦଳର 90 ସଦସ୍ୟଙ୍କୁ ଦଳବିରୋଧୀ କାର୍ଯ୍ୟକଳାପରେ ଲିପ୍ତ କାରଣରୁ ଦଳରୁ ନିଷ୍କାସିତ କରିଛି ବିଜେପି । 6 ବର୍ଷ ପାଇଁ ସମସ୍ତ ସଦସ୍ୟଙ୍କୁ ବହିଷ୍କୃତ କରାଯାଇଛି । ଅଧିକ ପଢନ୍ତୁ...
ଫାଇଲ ଫଟୋ
ବହିଷ୍କୃତ ବିଧାୟକଙ୍କ ମଧ୍ୟରେ ରଜନୀଶ ଶର୍ମା, ମୀରା ରତୁଡି, ମୋହନ ସିଂହ ବିଷ୍ଟ, ମହେଶ ବାଗାଡି. ପ୍ରମିଳା ସିୟାଲ ଓ ଭବନ ସିଂହଙ୍କ ଭଳି ବରିଷ୍ଠ କର୍ମୀ ସାମିଲ ରହିଛନ୍ତି ।
ସମାନ ଘଟଣାରେ କିଛି ଦିନ ପୂର୍ବରୁ 40 ସଦସ୍ୟଙ୍କୁ ପାର୍ଟିରୁ ବହିଷ୍କାର କରିଥିଲା । 40 ସଦସ୍ୟଙ୍କୁ ମାଶାଇ ମୋଟ 90 ସଦସ୍ୟଙ୍କୁ ପାର୍ଟିରୁ ନିଷ୍କାସିତ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମିଡିଆ ପ୍ରଭାରୀ ଡା. ଦେବେନ୍ଦ୍ର ଭସିନ ।