ଓଡିଶା

odisha

By

Published : Mar 17, 2020, 4:03 PM IST

ETV Bharat / bharat

ଲାଇବ୍ରେରୀ ଭବନରେ ବିଜେପି ସଂସଦୀୟ ଦଳ ବୈଠକ

ସଂସଦର ଲାଇବ୍ରେରୀ ଭବନରେ ବିଜେପିର ସଂସଦୀୟ ଦଳ ବୈଠକ। ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତ ନେତା ମନ୍ତ୍ରୀ ଉପସ୍ଥିତ । ଅଧିକ ଖବର ପଢନ୍ତୁ...

BJP Parliamentary Party meeting
ଲାଇବ୍ରେରୀ ଭବନରେ ବିଜେପି ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ: ସଂସଦ ଲାଇବ୍ରେରୀ ଭବନରେ ଚାଲିଛି ବିଜେପିର ସଂସଦୀୟ ଦଳ ବୈଠକ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଅଛନ୍ତି । ଏହାସହ ବୈଠକରେ ଦଳର ଅନ୍ୟ ନେତା ମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି ।

ତେବେ ଚର୍ଚ୍ଚାରେ ରାଜକୁମାର ଚହରଙ୍କ ଟୋପି । ଯେଉଁଥିରେ ଲେଖା ହୋଇଛି 'Karo Na Handshake-Karo Namaste' । ବର୍ତ୍ତମାନ କୋରୋନା ପାଇଁ ଆଲିଙ୍ଗନ ଓ ହ୍ୟାଣ୍ଡସେକ ବାରଣ କରାଯାଇଥିବାରୁ ସମସ୍ତଙ୍କୁ ସତର୍କ କରାଇଛନ୍ତି ଚହର ।

ABOUT THE AUTHOR

...view details