ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳ ବୈଠକ ଜାରି ରହିଛି । ଏହି ବୈଠକ ସଂସଦର ଲାଇବ୍ରେରୀ ବିଲଡିଂରେ ଚାଲୁ ରହିଛି । ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସାଂସଦଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ଜାରି ରହିଛି ବିଜେପିର ସଂସଦୀୟ ଦଳ ବୈଠକ - parliamentary party meeting going on
ସଂସଦର ଲାଇବ୍ରେରୀ ବିଲଡିଂରେ ଚାଲୁ ରହିଛି ବିଜେପିର ସଂସଦୀୟ ଦଳ ବୈଠକ । ସାଂସଦଙ୍କୁ ସମ୍ବୋଧିତ କରିବେ ମୋଦି ।

ଫାଇଲ ଫଟୋ
ପୂର୍ବରୁ ହୋଇଥିବା ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ସାଂସଦ ଉପସ୍ଥିତ ଥିଲେ । ଏହି ବୈଠକରେ ମୋଦି ସାଂସଦଙ୍କୁ ନିଜ ନିର୍ବାଚନ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।