ନୂଆଦିଲ୍ଲୀ: ସ୍ବଚ୍ଛ ଭାରତ ଅଭିଯାନରେ ଭାଗ ନେଲେ ବିଜେପି ସାଂସଦ ଓ ମନ୍ତ୍ରୀ । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ବିଜେପି ସାଂସଦ ହେମାମାଳିନୀ ସ୍ବଚ୍ଛ ଭାରତ ଅଭିଯାନରେ ଭାଗ ନେଇଛନ୍ତି ।
ସଂସଦ ପରିସରରେ ଝାଡୁଧରି ଓଳାଇଲେ ଡ୍ରିମଗାର୍ଲ ହେମା - Swachh Bharat Abhiyan
ସ୍ବଚ୍ଛଭାରତ ଅଭିଯାନରେ ଭାଗ ନେଲେ ବିଜେପି ସାଂସଦ ହେମାମାଳିନୀ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ଝାଡୁ ଧରି ଓଳାଇଲେ ସଂସଦ ପରିସର ।
ଫଟୋ ସୌଜନ୍ୟ: ଏଏନଆଇ
ଅନୁରାଗ ଓ ହେମାଙ୍କୁ ସଂସଦ ପରିସର ମଧ୍ୟରେ ଝାଡୁଧରି ଅଳିଆ ଆବର୍ଜନା ପରିଷ୍କାର କରୁଥିବା ଦେଖିବାକୁ ମିଳିଛି ।