ଓଡିଶା

odisha

ETV Bharat / bharat

ଅନୁପସ୍ଥିତି ପଡିଲା ମହଙ୍ଗା: ନିଲମ୍ବିତ ହେଲେ 11 ଡାକ୍ତର

କୋରୋନା ସଙ୍କଟ ସମୟରେ ଦୀର୍ଘ ଦିନ ଧରି ମେଡିକାଲରେ ଅନୁପସ୍ଥିତ ଥିବାରୁ ବିହାର ସରକାର 11 ଜଣ ଡାକ୍ତରଙ୍କୁ ନିଲମ୍ବିତ କରିଛନ୍ତି।

11 doctor suspend
11 ଡାକ୍ତରଙ୍କୁ ନିଲମ୍ବିତ କଲେ ବିହାର ସରକାର

By

Published : Jun 10, 2020, 11:30 AM IST

ପାଟନା: 11 ଡାକ୍ତରଙ୍କୁ ନିଲମ୍ବିତ କଲେ ବିହାର ସରକାର । କୋରୋନା ସଙ୍କଟ ସମୟରେ ଦୀର୍ଘ ଦିନ ଧରି ମେଡିକାଲରେ ଅନୁପସ୍ଥିତ ଥିବାରୁ ବିହାର ସରକାର 11 ଜଣ ଡାକ୍ତରଙ୍କୁ ନିଲମ୍ବିତ କରିଛନ୍ତି ।

ନିଲମ୍ବିତ ହୋଇଥିବା ଡାକ୍ତରମାନେ ଡ. ଓପି ଲାଲ, ଡ. କୁମାରନ ହବିବ୍, ଡ. ନିତ୍ୟାନନ୍ଦ ପାଠକ, ଡ. ୟକୁବ ସଙ୍ଗ, ଡ. ଇନ୍ଦ୍ର ମୋହନ କୁମାର, ଡ. ସୁନିତା କୁମାରୀ, ଡ. ହରୁନ ରସିଦ, ଡ. ରେଣୁ କୁମାରୀ, ଡ. ସବିତା କୁମାରୀ ଶର୍ମା, ଡ. ଅବୁୟାହ୍ବା ଏବଂ ଡ. ତଲଭୀନ ଅଲାମ ।

ABOUT THE AUTHOR

...view details