ଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶ ତାଙ୍କ ବାସବବନକୁ ଯାଇ ପ୍ରଣବ ଦାଙ୍କୁ ଭେଟିଥିବା ଜଣାପଡ଼ିଛି ।
ପ୍ରଣବଙ୍କ ଘରେ ନୀତିଶ କୁମାର - ପ୍ରଣବ
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବାସଭବନକୁ ଯାଇ ସାକ୍ଷାତ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ଫାଇଲ ଫଟୋ
ଆଜି ଦିଲ୍ଲୀରେ ବସିଥିବା ଏନ୍ଡ଼ିଏ ବୈଠକରେ ଯୋଗଦେବା ପରେ ନୀତିଶ ପୂର୍ବତନ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ଭେଟ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।