ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - big news of today
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର..
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ଟପ୍ ନ୍ୟୁଜ
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
- ଆଜି ଠାରୁ ପୁଣି ସଂସଦର ବଜେଟ ଅଧିବେଶନ ଆରମ୍ଭ ।
- କୋରୋନା ପାଇଁ ସ୍ଥଗିତ ହୋଇପାରେ ସଂସଦ ।
- ବଢୁଛି କୋରୋନା ଆକ୍ରାନ୍ତ । ସାରା ବିଶ୍ବରେ 3 ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା
- ଦେଶରେ ବୃଦ୍ଧି ପାଉଥିବା କୋରୋନା ପାଇଁ ଆଜି ସରକାର ନେଇପାରନ୍ତି ବଡ ନିଷ୍ପତି
- ସୁକମା ଶହୀଦଙ୍କୁ ଆଜି ଶ୍ରଦ୍ଧାଞ୍ଜଳି । ଗତକାଲି 17 ଯବାନ ହୋଇଥିଲେ ଶହୀଦ
- ଆଜି ଠାରୁ ଆନ୍ତଃରାଜ୍ୟ ବସ୍ ସେବା ବନ୍ଦ । ମାର୍ଚ୍ଚ 31 ଯାଏଁ ବନ୍ଦ ରହିବ ସେବା
- ଭାରତରେ କୋରୋନା ଆକ୍ରାନ୍ତ ସଂଖ୍ୟା 391 । ଗଲାଣି 7 ଜଣଙ୍କ ଜୀବନ ।
- କୋଭିଡ-19 ସଂକ୍ରମିତ ଆଶଙ୍କା । କ୍ବାରେଣ୍ଟିନରେ ରହିଲେ ଜର୍ମାନ ଚାନ୍ସେଲର ।
- ରାଜ୍ୟରେ କୋରୋନା କଟକଣା ଜାରି । 5ଟି ଜିଲ୍ଲା ସହ 8 ସହର ଲକଡାଉନ
- କୋରୋନା ସଜାଗ, ସରକାରୀ ବିଭାଗକୁ 3 ଟି ବିଭାଗରେ ବିଭକ୍ତିକରଣ କଲେ ସରକାର ।