ନୂଆଦିଲ୍ଲୀ: ସିଏଏକୁ ନେଇ ଶାହିନବାଗ ପରେ ଜାଫରାବାଦରେ ପ୍ରତିବାଦ ଜାରି ରହିଛି । ଏହି ଆନ୍ଦୋଳନରେ ବର୍ତ୍ତମାନ ସାମିଲ ଦେଇଛନ୍ତି ଭୀମ ଆର୍ମୀର କିଛି ସଦସ୍ୟ । ସହରରେ ଚାଲିଥିବା ସିଏଏ ପ୍ରତିବାଦ ଆନ୍ଦୋଳନରେ ରବିବାର ଭୀମ ଆର୍ମୀର କର୍ମକର୍ତ୍ତା ସାମିଲ ହୋଇଛନ୍ତି ।
ସିଏଏ ତାତି: ଜାଫରାବାଦ ଆନ୍ଦୋଳନକାରୀଙ୍କ ସହ ସାମିଲ ହେଲା ଭୀମ ଆର୍ମୀ - ଜାଫରାବାଦ ଆନ୍ଦୋଳନକାରୀଙ୍କ ସହ ସାମିଲ ହେଲା ଭୀମ ଆର୍ମୀ
ସିଏଏକୁ ନେଇ ଶାହିନବାଗ ପରେ ଜାଫରାବାଦରେ ପ୍ରତିବାଦ ଜାରି ରହିଛି । ଏହି ଆନ୍ଦୋଳନରେ ବର୍ତ୍ତମାନ ସାମିଲ ହୋଇଛନ୍ତି ଭୀମ ଆର୍ମୀର କିଛି ସଦସ୍ୟ । ଅଧିକ ପଢନ୍ତୁ...
ସିଏଏ ତାତି
ଆନ୍ଦୋଳନରେ ଅଧିକ ସଂଖ୍ୟକ ମହିଳା ହାତରେ ତ୍ରିରଙ୍ଗା ଧରି ପ୍ରତିବାଦ କରୁଛନ୍ତି । ଏହାସହ ସିଏଏ ବିରୋଧରେ ନାରାବାଜି ମଧ୍ୟ କରୁଛନ୍ତି । ପ୍ରାୟ 1000ରୁ ଉର୍ଦ୍ଧ୍ବ ମହିଳା ସୀଲମପୁର, ମୌଜପୁର ଓ ଯମୁନାବିହାରରେ ଧାରଣାରେ ବସିଛନ୍ତି ।
ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ