ହାଇଦ୍ରାବାଦ: ହାଇଦ୍ରାବାଦ ଭିତ୍ତିକ ଭାରତ ବାୟୋଟେକ ବିକଶିତ କରିଥିବା କୋରୋନା ଟୀକା କୋଭାକ୍ସିନ୍ର ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା । ଏନେଇ ଶୁକ୍ରବାର ତାକୁ ଅନୁମୋଦନ ମିଳିଛି ।
କୋଭାକ୍ସିନ୍ର ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା, ମିଳିଲା ଅନୁମତି
ଭାରତ ବାୟୋଟେକ ବିକଶିତ କରିଥିବା କୋରୋନା ଟୀକା କୋଭାକ୍ସିନ୍ର ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ।
କୋଭାକ୍ସିନ୍ର ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା, ମିଳିଲା ଅନୁମତି
ତେବେ ଟୀକା ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ ଜାରି ରହିଛି । ଖୁବ୍ ଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା କରୁଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଏବଂ ସମ୍ ହସ୍ପିଟାଲର ପରୀକ୍ଷଣର ମୁଖ୍ୟ ଅନୁସନ୍ଧାନକାରୀ ଡ. ଇ ଭେଙ୍କଟ ରାଓ କହିଛନ୍ତି ।