ଦେଖନ୍ତୁ ବାପୁଙ୍କ ଜୀବନର କିଛି ବାସ୍ତବ ଚିତ୍ର
ବର୍ତ୍ତମାନ ଏକ ସଂଗ୍ରହାଳୟ ଭାବରେ ପରିଚିତ ଏହି ଗାନ୍ଧୀ ଆଶ୍ରମଟି । ଏହା ଦେଖିବାକୁ ଯେତିକି ସୁନ୍ଦର ସେତିକି ପ୍ରେରଣାଦାୟକ । ସ୍ବତନ୍ତ୍ରତା ସଂଗ୍ରାମ ସମୟର ବହୁ ପରିକଳ୍ପିତ ଦୃଶ୍ୟକୁ ଅତି ଜୀବନ୍ତ ଭାବେ ଏଠାରେ ବର୍ଣ୍ଣିତ କରିରଖାଯାଇଛି। ଗାନ୍ଧୀଙ୍କ ଅନେକ ଅବିସ୍ମରଣୀୟ ମୁହୁର୍ତ୍ତକୁ ଅତି ଆକର୍ଷଣୀୟ ଓ ସୁରକ୍ଷିତ ଭାବେ ସଂରକ୍ଷିତ ରଖିଛି ଏହି ଆଶ୍ରମ । ଏହାର ରକ୍ଷଣାବେକ୍ଷଣା ପାଇଁ ଆର୍ଥିକ ସହାୟତା ମିଳିଲେ ଏହା ଲୋକଲୋଚନକୁ ଆସିବା ସହ ପର୍ଯ୍ୟଟନ ସ୍ଥଳୀ ଏକ ବିରଳ ଦର୍ଶନୀୟ ସ୍ଥଳର ପରିଚୟ ପାଇପାରିବ।
ଡିଜାଇନ ଫଟୋ
ବର୍ତ୍ତମାନ ଏକ ସଂଗ୍ରହାଳୟ ଭାବରେ ପରିଚିତ ଏହି ଗାନ୍ଧୀ ଆଶ୍ରମଟି । ଏହା ଦେଖିବାକୁ ଯେତିକି ସୁନ୍ଦର ସେତିକି ପ୍ରେରଣାଦାୟକ । ସ୍ବତନ୍ତ୍ରତା ସଂଗ୍ରାମ ସମୟର ବହୁ ପରିକଳ୍ପିତ ଦୃଶ୍ୟକୁ ଅତି ଜୀବନ୍ତ ଭାବେ ଏଠାରେ ବର୍ଣ୍ଣିତ କରି ରଖାଯାଇଛି । ଗାନ୍ଧୀଙ୍କ ଅନେକ ଅବିସ୍ମରଣୀୟ ମୁହୁର୍ତ୍ତକୁ ଅତି ଆକର୍ଷଣୀୟ ଓ ସୁରକ୍ଷିତ ଭାବେ ସଂରକ୍ଷିତ ରଖିଛି ଏହି ଆଶ୍ରମ । ଏହାର ରକ୍ଷଣାବେକ୍ଷଣା ପାଇଁ ଆର୍ଥିକ ସହାୟତା ମିଳିଲେ ଏହା ଲୋକଲୋଚନକୁ ଆସିବା ସହ ଏକ ବିରଳ ଦର୍ଶନୀୟ ସ୍ଥଳର ପରିଚୟ ପାଇପାରିବ।
Last Updated : Sep 8, 2019, 3:31 PM IST