ଚଣ୍ଡିଗଡ: ସାରା ଦେଶ ଏବେ କୋରୋନା ବିରୋଧି ଲଢେଇ ଲଢୁଛି । ଦେଶବ୍ୟାପୀ 21 ଦିନିଆ ଲକଡାଉନ ଜାରି ରହିଛି । କୋରୋନା ଆତଙ୍କରେ ସମସ୍ତେ ଆତଙ୍କିତ ରହିଥିବା ବେଳେ ଚୋରା ନିଶା କାରବାରୀ କିନ୍ତୁ ସୁଧୁରୁନାହାଁନ୍ତି । ଶୁକ୍ରବାର ପଞ୍ଜାବର ବଥିଣ୍ଡାରେ 566 ଗ୍ରାମ ନିଷିଦ୍ଧ ନିଶା ହୋରେଇନ ସହ 6 ଜଣଙ୍କୁ ଗିରଫ କରିଛି ସ୍ପେଶାଲ ଟାସ୍କ ଫୋର୍ସ ।
ପଞ୍ଜାବରୁ 6 ଚୋରା ଚାଲାଣକାରୀ ଗିରଫ, 566 ଗ୍ରାମ ହେରୋଇନ ଜବତ - ହେରୋଇନ ଜବତ
କୋରୋନା ଆତଙ୍କରେ ସମସ୍ତେ ଆତଙ୍କିତ ରହିଥିବା ବେଳେ ଚୋରା ନିଶା କାରବାରୀ କିନ୍ତୁ ସୁଧୁରୁନାହାଁନ୍ତି । ଶୁକ୍ରବାର ପଞ୍ଜାବର ଭଟିଣ୍ଡା 566 ଗ୍ରାମ ନିଷିଦ୍ଧ ନିଶା ହୋରେଇନ ସହ 6 ଜଣଙ୍କୁ ଗିରଫ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଅଧିକ ପଢନ୍ତୁ...
ଫାଇଲ ଫଟୋ
ସୂଚନା ଅନୁସାରେ ପଞ୍ଜାବର ଭଟିଣ୍ଡା ଠାରେ 6ଜଣ ଡ୍ରଗ୍ ବେପାରୀଙ୍କୁ ଗିରଫ କରାଯାଇଛି ଏବଂ 563 ଗ୍ରାମ ହେରୋଇନ୍ ଉଦ୍ଧାର କରାଯାଇଛି । କୋରୋନାଭାଇରସ୍ ଲକଡାଉନ୍ ମଧ୍ୟରେ ସେମାନେ ସେମାନଙ୍କ ଗତିବିଧି ପାଇଁ ନକଲି କର୍ଫ୍ୟୁ ପାସ୍ ବ୍ୟବହାର କରୁଥିବା କହିଛନ୍ତି ଭଟିଣ୍ଡା ସ୍ପେଶାଲ ଟାସ୍କ ଫୋର୍ସର DSP ଗୁରୁଶରଣ ସିଂ ।
@ANI