ବେଙ୍ଗାଲୁରୁ: ବେଙ୍ଗାଲୁରୁ ହିଂସାକାଣ୍ଡ ମାମଲାରେ ଆଉ 84 ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାରେ ଏଯାଏଁ 290 ଜଣ ଗିରଫ ହୋଇସାରିଛନ୍ତି ।
ବେଙ୍ଗାଲୁରୁ ହିଂସାକାଣ୍ଡ ମାମଲା: ଆଉ 84 ଗିରଫ - 144 section
ବେଙ୍ଗାଲୁରୁ ହିଂସାକାଣ୍ଡ ମାମଲାରେ ଆଉ 84 ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାରେ ଏଯାଏଁ 290 ଜଣ ଗିରଫ ହୋଇସାରିଛନ୍ତି ।
![ବେଙ୍ଗାଲୁରୁ ହିଂସାକାଣ୍ଡ ମାମଲା: ଆଉ 84 ଗିରଫ ବାଙ୍ଗାଲୁରୁ](https://etvbharatimages.akamaized.net/etvbharat/prod-images/768-512-01:43:18:1597479198-768-512-8426999-thumbnail-3x2-jaydjpg-1508newsroom-1597470146-482.jpg)
ବେଙ୍ଗାଲୁରୁ ହିଂସାକାଣ୍ଡ ମାମଲା: ଆଉ 84 ଗିରଫ
ସମସ୍ତ ଅଭିଯୁକ୍ତଙ୍କୁ ରାତି ପ୍ରାୟ 12ଟା ସମୟରେ ଗିରଫ କରିଛି ପୋଲିସ । ବେଙ୍ଗାଲୁରୁ ପୋଲିସ କମିଶନର କମଲପନ୍ତ ଡିଜେ ହଲି ଓ କେଜି ହଲି ପୋଲିସ ଷ୍ଟେସନ ଅଧୀନ ଥିବା ଅଞ୍ଚଳକୁ ରବିବାର ସକାଳ 6ଟା ଯାଏଁ 144 ଧାରା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ