ମଥୁରା: ଏକ ବଡ ଅଘଟଣରୁ ବଞ୍ଚିଯାଇଛନ୍ତି ଯୋଗ ଗୁରୁ ବାବା ରାମଦେବ । ମଥୁରାରେ ଗୋଟିଏ ହାତୀ ଉପରେ ଯୋଗ କରୁ କରୁ ତଳେ ପଡିଯାଇଛନ୍ତି ବାବା । ହେଲେ ସୌଭାଗ୍ୟ ବଶତଃ ତାଙ୍କୁ ଶରୀରରେ କୌଣସି ଆଘାତ ଲାଗିନାହିଁ ।
ବଡ ଅଘଟଣରୁ ବର୍ତ୍ତିଲେ ବାବା, ହାତୀ ପିଠିରୁ ପଡିଗଲେ ରାମଦେବ - ବାବା ରାମଦେବ
ମଥୁରାରେ ଗୋଟିଏ ହାତୀ ଉପରେ ଯୋଗ କରୁ କରୁ ତଳେ ପଡିଯାଇଛନ୍ତି ବାବା ରାମଦେବ । ସୌଭାଗ୍ୟ ବସତଃ ତାଙ୍କୁ ଶରୀରରେ କୌଣସି ଆଘାତ ଲାଗିନାହିଁ । ଅଧିକ ପଢନ୍ତୁ...
ବଡ ଅଘଟଣରୁ ବର୍ତ୍ତିଲେ ବାବା ରାମଦେବ, ହାତୀ ଉପରୁ ପଡିଗଲେ ତଳେ
ବଡ ଅଘଟଣରୁ ବର୍ତ୍ତିଲେ ବାବା ରାମଦେବ, ହାତୀ ଉପରୁ ପଡିଗଲେ ତଳେ
ରବିବାର ବିଳମ୍ବିତ ରାତିରେ ଯୋଗ ଗୁରୁ ବାବା ରାମଦେବ ମହାରାଜ ଗୋକୁଳ ରମଣ ରେତୀ ଗୁରୁ ଶରଣାନନ୍ଦ ମହାରାଜଙ୍କ ଆଶ୍ରମରେ ପହଞ୍ଚିଥିଲେ । ସୋମବାର ସକାଳୁ ରାମଦେବ ଶରଣାନନ୍ଦ ମହାରାଜଙ୍କ ସମେତ ତାଙ୍କ ଶିଷ୍ୟମାନଙ୍କୁ ହାତୀ ଉପରେ ବସି ଯୋଗ ଶିକ୍ଷା ଦେଉଥିବା ସମୟରେ ଅଚାନକ ତଳେ ପଡିଯାଇଥିବାର ଦେଖିବାକୁ ମିଳିଥିଲା । ହେଲେ ଘଟଣାରେ ବାବାଙ୍କୁ କ୍ଷତି ପହଞ୍ଚିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ