ଓଡିଶା

odisha

ETV Bharat / bharat

ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ - ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା

ଉତ୍ତର ପ୍ରଦେଶ, ବିହାର ଏବଂ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ ।

ଫାଇଲ ଫଟୋ

By

Published : Sep 29, 2019, 9:40 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ବିହାର ଏବଂ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ଦଳ ବିହାରର କିଶନଗଞ୍ଜ ବିଧାନସଭା ଆସନ ପାଇଁ ସଇଦା ବାନୋଙ୍କୁ ପ୍ରାର୍ଥୀ କରିଛି । ସେହିପରି ଉତ୍ତର ପ୍ରଦେଶର ବଲହା ବିଧାନସଭା ଆସନ ପାଇଁ ମନ୍ନୁ ଦେବୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ।

ଏହା ବ୍ୟତିତ କଂଗ୍ରେସ ରାଜସ୍ଥାନର ମଣ୍ଡବା ବିଧାନସଭା ଆସନ ପାଇଁ ରୀତା ଚୌଧୁରୀ ଏବଂ ଖୀଂବସର ବିଧାନସଭା ଆସନ ପାଇଁ ହରେନ୍ଦ୍ର ମିରଧାଙ୍କୁ ପ୍ରାର୍ଥୀ କରିଛି ।

For All Latest Updates

TAGGED:

ABOUT THE AUTHOR

...view details