ଇଟ୍ଟାନଗର: ଅରୁଣାଚଳପ୍ରଦେଶ ଚାଙ୍ଗଲଙ୍ଗ ଜିଲ୍ଲାର ସାଲଙ୍ଗ ଅଞ୍ଚଳରୁ ନାଗାଲାଣ୍ଡ ଜାତୀୟ ସମାଜବାଦୀ ପରିଷଦର ଜଣେ କାର୍ଯ୍ୟରତ କ୍ୟାଡରଙ୍କୁ ସୋମବାର ଗିରଫ କରିଛି ଆସାମ ରାଇଫଲ ।
ଅଫିମ କାରବାର କରି ଗିରଫ ହେଲେ କ୍ୟାଡର - Assam Rifles arrests
ଅରୁଣାଚଳପ୍ରଦେଶର ଜଣେ କ୍ୟାଡର ଅଫିମ କାରବାର କରୁଥିବା ସନ୍ଦେହରେ ଗିରଫ କରିଛି ଆସାମ ରାଇଫଲ । ଅଧିକ ପଢନ୍ତୁ...
![ଅଫିମ କାରବାର କରି ଗିରଫ ହେଲେ କ୍ୟାଡର Assam Rifles arrests one cadre of NSCN](https://etvbharatimages.akamaized.net/etvbharat/prod-images/768-512-9336626-thumbnail-3x2-k.jpg)
ଅଫିମ ସହ ଗିରଫ ହେଲେ କ୍ୟାଡର
ରାଜଦ୍ରୋହ ଅଭିଯୋଗରେ କ୍ୟାଡରଙ୍କୁ ଗିରଫ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ଆସାମ ରାଇଫଲ । ଗିରଫ କ୍ୟାଡରଙ୍କଠାରୁ 7.65ମିମିର ବନ୍ଧୁକ ଓ 100ଗ୍ରାମର ଅଫିମ ଜବତ ହୋଇଛି । ଜବତ ଜିନିଷ ସବୁକୁ ପୋଲିସକୁ ଦିଆଯାଇଥିବା ଜଣା ପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Oct 28, 2020, 8:07 AM IST