ଓଡିଶା

odisha

ETV Bharat / bharat

NRC ଚୂଡାନ୍ତ ତାଲିକା ପ୍ରକାଶିତ, ଆସାମରେ କିଛି ସ୍ଥାନରେ 144 ଧାରା ଜାରି - ରାଷ୍ଟ୍ରୀୟ ନାଗରୀକ ରେଜିଷ୍ଟାର ତଲିକା

ଶନିବାର ସକାଳ 10ଟାରେ ପ୍ରକାଶ ପାଇଛି ଚୂଡାନ୍ତ ଏନଆରସି ତାଲିକା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର କିଛି ସ୍ଥାନରେ 144 ଧାରା ଲାଗୁ କରାଯାଇଛି ।

ଫାଇଲ ଫଟୋ

By

Published : Aug 31, 2019, 9:17 AM IST

Updated : Aug 31, 2019, 4:09 PM IST


ଗୌହାଟି: ଶନିବାର ପ୍ରକାଶିତ ହୋଇଛି ଆସାମର ଚୂଡାନ୍ତ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର ତାଲିକା। ଏହା ପୂର୍ବରୁ ଆସାମରେ ହାଇ ଆଲର୍ଟ ଜାରି କରାଯିବା ସହ ଆସାମ କିଛି ସ୍ଥାନରେ 144 ଧାରା ଜାରି କରାଯାଇଛି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ରାଷ୍ଟ୍ରୀୟ ନାଗରିକ ଚୂଡାନ୍ତ ତାଲିକା ପ୍ରକାଶକୁ ନେଇ ଚିନ୍ତିତ ଅଛନ୍ତି ଆସାମରେ ବସବାସ କରୁଥିବା ଲୋକେ । ଶନିବାର ସକାଳ 10ଟାରେ ପ୍ରକାଶ ପାଇଛି ଏନଆରସି ତାଲିକା । ଏ ତାଲିକାରେ ଥିବା 41 ଲକ୍ଷ ଲୋକଙ୍କୁ ବାହାର କରାଯିବା ଉପରେ ବିଚାରବିମର୍ଶ ଚାଲିଛି। ଅନ୍ୟପକ୍ଷେରେ ଏନଆରସି ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିବା ବେଳେ ଏଥିପାଇଁ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ମହନ୍ତ ।

Last Updated : Aug 31, 2019, 4:09 PM IST

ABOUT THE AUTHOR

...view details